Lockdown ଆଉ ପ୍ରେମ - Episode 4: Smruti Au Prema (ସ୍ମୃତି ଆଉ ପ୍ରେମ)

ରଚନା/ଉପସ୍ଥାପନା: ପ୍ରଜ୍ଞା ମହାପାତ୍ରWhat's going on during this lockdown? We brought a series, "Lockdown ଆଉ ପ୍ରେମ" with some Love Stories and Poems just for you.Here is the 4th episode of the series, Smruti Au Prema (ସ୍ମୃତି ଆଉ ପ୍ରେମ) by Pragyan Mohapatra. A big thanks to all our listeners and the readers who love our previous stories and poems here on YouTube and on our Web portal.ଏହି ଲକ୍‌ଡାଉନ୍‌ରେ କ'ଣ କରୁଛନ୍ତି ଆପଣମାନେ? ଏହି ସମୟରେ ଆମେ ଆଣିଦେଇଛୁ କିଛି ପ୍ରେମଭରା କଥା ଆଉ କବିତାକୁ ନେଇ ଏକ ନୂଆ କାହାଣୀର ପୋଥି, "ଲକ୍‌ଡାଉନ୍ ଆଉ ପ୍ରେମ" ।ଏହି ସିରିଜ୍‌ର ଚତୁର୍ଥ ଭାଗଟିର ରଚନା କରିଛନ୍ତି ପ୍ରଜ୍ଞା ମହାପାତ୍ର ଏବଂ ସେ ନିଜେ ଏହାର ଉପସ୍ଥାପନା କରିଛନ୍ତି । ଏହି ଭିଡିଓଟିର ସମ୍ପାଦନା କାର୍ଯ୍ୟ କରିଛନ୍ତି ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ ସଂଗ୍ରାମ କେଶରୀ ସେନାପତି । ପୂର୍ବ ଭିଡିଓଗୁଡ଼ିକୁ ଆପଣମାନେ ଦେଇଥିବା ଭଲପାଇବା ପାଇଁ ଆମର ସମ୍ପୂର୍ଣ୍ଣ ଶୁଭପଲ୍ଲବ ପରିବାର ଆପଣଙ୍କ ନିକଟରେ କୃତଜ୍ଞ ।

2356 232

Suggested Podcasts

The Gyaan Project

Fabricio Rosa Marques, Olga Epikhina

Let's Do iT !!!

Skip Montreux, Dez Morgan a Samantha Vega | Business English Instructors

Moon Room & Tenderfire Media

Paul Scheer & Amy Nicholson | Realm

Julio qEl Chiva Mayorq Ramos, Jose qRey Misterioq Salcedo Director/Productor Rafael Reyes

Snazzy Tapir Productions

Starburns Audio