Lockdown ଆଉ ପ୍ରେମ – Episode 1 - ଖୋଜ ମୋତେ – Khoja Mote - ShubhaVani (Shubhapallaba Podcast)

ରଚନା/ଉପସ୍ଥାପନା/ଭିଡିଓ: ଡ. ତୃପ୍ତି ରଞ୍ଜନ ଦାସHere is the 1st episode of the series, Khoja Mote (Odia: ଖୋଜ ମୋତେ) by Dr. Trupti Ranjan Das.ଏହି ଲକ୍‌ଡାଉନ୍‌ରେ କ’ଣ କରୁଛନ୍ତି ଆପଣମାନେ? ଏହି ସମୟରେ ଆମେ ଆଣିଦେଇଛୁ କିଛି ପ୍ରେମଭରା କଥା ଆଉ କବିତାକୁ ନେଇ ଏକ ନୂଆ କାହାଣୀର ପୋଥି, “ଲକ୍‌ଡାଉନ୍ ଆଉ ପ୍ରେମ” ।ଏହି ସିରିଜ୍‌ର ପ୍ରଥମ ଭାଗଟିର ରଚନା କରିଛନ୍ତି ଡ. ତୃପ୍ତି ରଞ୍ଜନ ଦାସ ଏବଂ ସେ ଏହାର ଉପସ୍ଥାପନା କରିବା ସହ ଭିଡିଓ ଓ ସମ୍ପାଦନା କାର୍ଯ୍ୟ ନିଜେ କରିଛନ୍ତି ।

2356 232